ଇଡେନ୍‌ରେ ଇତିହାସ ରଚିଲା ଭାରତ

କୋଲକାତା : ଇଡେନ୍ ଗାର୍ଡେନ୍ସରେ ଅନୁଷ୍ଠିତ ପ୍ରଥମ ଦିବା ରାତ୍ର ଟେଷ୍ଟ୍‌କୁ ଭାରତ ଗୋଟିଏ ପାଳି ଓ ୪୬ ରନ୍‌ରେ ଜିତି ନେଇଛି। ଏହି ମାଇଲଖୁଣ୍ଟ ମ୍ୟାଚ୍‌କୁ ଅଢ଼େଇ ଦିନରୁ କମ୍ ସମୟ ଭିତରେ ଜିତି ବାଂଲାଦେଶ ବିପକ୍ଷ ଶୃଙ୍ଖଳାକୁ ୨-୦ରେ ପୋଛି ନେଇଛି ବିରାଟ ବାହିନୀ। ଗୋଲାପି ଟେଷ୍ଟ୍‌ର ମାନ୍ୟତା ଲାଭ କରିଥିବା ଏହି ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିବା ପରେ ଭାରତୀୟ କ୍ରିକେଟ୍ ଦଳ ବି … Continue reading ଇଡେନ୍‌ରେ ଇତିହାସ ରଚିଲା ଭାରତ